ନିୟମିତ ହେବେ ଗଣଶିକ୍ଷକ

ଭୁବନେଶ୍ୱର : ୨୦୧୬-୧୭ ଆର୍ଥିକ ବର୍ଷରେ ଗଣଶିକ୍ଷକଙ୍କୁ ନିୟମିତ କରିବାକୁ ୨୦୧୬ ଜୁଲାଇ ୨୫ର ସଂକଳ୍ପନାମା ଓ ଡିସେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ନିୟମିତ କରିବା ପରିବର୍ତେ ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଭୁଆଁ ବୁଲାଇଥିଲେ ଗଣଶିକ୍ଷା ବିଭାଗର ଅଧିକାରୀ। ୨୦୧୬-୧୭ରେ ନିୟମିତ କରିବାକୁ କୁହାଯାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୫ରୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଭାଗର ଏହି … Continue reading ନିୟମିତ ହେବେ ଗଣଶିକ୍ଷକ